ହେଙ୍ଗୁ ଟା ହବ! Heṅgu ṭā haba

  • ଗ୍ରା. ଅ—(ବିରକ୍ତି ଓ ଆଶାଖଣ୍ଡନ ଉପଲକ୍ଷରେ ବ୍ୟବହୃତ ବଚନ) — ସବୁକାମ ବିଗିଡ଼ି ଗଲା; ଆଶା ସଫଳ ହେବ ନାହିଁ — (an exclamation indicating frustration of any hope) Everything has been spoiled