ହେଙ୍ଗୁ ଅରକ Heṅgu araka

  • ଦେ. ବି — ହେଙ୍ଗୁରେ ସ୍ପିରିଟ୍ ଦ୍ରାବକ ମିଶାଯାଇ ପ୍ରସ୍ତୁତ କରାଯିବା ଏକପ୍ରକାର ଡାକ୍ତରି ଔଷଧ — Tincture Assafoetida
  • ଦେ. ବି — [ଦ୍ର—ଏହା କୋଷ୍ଠବଦ୍ଧ, ଶ୍ୱାସ ଓ ସ୍ତ୍ରୀଲୋକଙ୍କ ମୂର୍ଚ୍ଛା ରୋଗରେ ବ୍ଯବହୃତ ହୁଏ।]