ହେକ୍ୟୁବା Hekyubā

  • ବୈଦେ. ବି — (ଗ୍ରୀକ୍ କବି ହୋମରଙ୍କ ରଚିତ ଇଲିଅଡ଼୍ କାବ୍ୟ ବର୍ଣ୍ଣିତ, ଟ୍ରୟ୍ର ରାଜା ପ୍ରାୟାମ୍ଙ୍କ ଦ୍ୱିତୀୟାପତ୍ନୀ — Hecuba-the second wife of Priam, king of Troy (described in Homer's Iliad)
  • ବୈଦେ. ବି — [ଦ୍ର—ଏ ସତୀଥିଲେ ଓ ଏହାଙ୍କ ସନ୍ତାନ ସନ୍ତତିଙ୍କ ଶୋକରେ ଏ ବିଶେଷ କାତରା ହୋଇଥିଲେ। ଶେଷକୁ ଦେବ କୂଟରେ ଏ ଗୋଟିଏ କୁକ୍ଗୂରୀ ପାଲଟି ଗଲେ।]