ହେଇ ଯିବା Hei j̄ibā

  • ଗ୍ରା. କ୍ରି — ହୋଇଯିବା; ନିଷ୍ପନ୍ନ ହେବା — To be accomplished
  • ଗ୍ରା. କ୍ରି — ଘଟିବା — To happen
  • ଗ୍ରା. କ୍ରି — (ଅମୁକ ବିଷୟ ପାଇଁ) ସମୟ ଉପସ୍ଥିତ ହେବା — To be the proper time for
  • ଗ୍ରା. କ୍ରି — ଯଥେଷ୍ଟ ହେବା — To be sufficient; to suffice