ହେଁହେଁକା Heñheñkā

  • ଗ୍ରା. ଅ — ଉପହାସାର୍ଥକ ଅବ୍ଯୟ — An exclamation of sneering
  • ଗ୍ରା. ଅ — ପରିହାସାର୍ଥକ ଅବ୍ଯୟ — An exclamation of jesting
  • ଗ୍ରା. ଅ — [ଯଥା —ଭିକାରି! ସେଇ ସଜରେ, ପାଣି ପଶିଗଲା ତାଳସଜରେ, ହେଁହେଁକା—ଶିଶୁବଚନ।]