ହେଁସା ଲେଖାରେ ଟେଁସା Heñsā lekhāre ṭeñsā

  • ପ୍ରାଦେ (ବାଲେଶ୍ୱର) ବି ଓ ବିଣ — ବହୁଦୂର ସମ୍ପର୍କୀୟ ବନ୍ଧୁ; ବନ୍ଧୁର ବନ୍ଧୁ, ତାଙ୍କ ବନ୍ଧୁ, ଏହିପରି ବହୁଦୂର ସମ୍ପର୍କ ଗଣନାରେ ଯାହାଙ୍କୁ ବନ୍ଧୁ ଆଖ୍ୟା ଦିଆଯାଇ ପାରେ; ଆଳିଆ ଲେଖାରେ ବାଳିଆବନ୍ଧୁ — A very distantly related person