ହେଁସକାନିଆ Heñsakāniā

  • ଦେ. ବିଣ — ହେଁସକାନିସମ୍ବନ୍ଧୀୟ — Relating to Heñsakāni
  • ଦେ. ବିଣ — (ଏକ ହେଁସ କାନିରେ ବସିବା ଯୋଗୁଁ) ଏକ ହାଟୁଆ ସମାଜର ସଭ୍ୟରୂପେ ପରିଗଣିତ — Counted as a co-member of the same casteguild