ହେଁସ ମୁତୁରା Heñsa muturā

  • ଦେ. ବିଣ ପୁଂ — ଯେଉଁ ବ୍ଯକ୍ତି ବା ବାଳକ ରାତିରେ ଶଯ୍ୟାରେ ଶୋଇଥିବା ଅବସ୍ଥାରେ ଅଜ୍ଞାତ ଭାବରେ ହେଁସରେ ପରିସ୍ରା କରିପକାନ୍ତି (ଏହା ଏକ ପ୍ରକାର ରୋଗ) — (a person) Given to passing urine involuntarily on the bed during sleep