ହେଁସ ଡେଣୁଆ Heñsa deṇuā

  • ଦେ. ବି — ହେଁସ ବୁଣିବା ସମୟରେ ହେଁସବାଣିକୁ ଉପର୍ଯ୍ୟୁପରି ଗୁଡ଼ାଇବାପାଇଁ ବ୍ଯବହୃତ ଇଟାର ବା ପଥରର ଖଣ୍ଡମାନ — Roundish bits of brick or stone on which the strings for weaving a mat are twined