ହେଁସ କୁଣ୍ଢାଇ ଶୋଇବା Heñsa kuṇḍhāi soibā
- ଦେ. କ୍ରି — (ଯେଉଁ ବ୍ଯକ୍ତିର ସ୍ୱାମୀ ବା ସ୍ତ୍ରୀ ଜୀବିତ ଥାଆନ୍ତି, ସେ) କୌଣସି କାରଣରୁ ନିଜର ସ୍ୱାମୀଙ୍କର ବା ସ୍ତ୍ରୀଙ୍କର ସହବାସରୁ ବଞ୍ଚିତ ହେବା; ସ୍ୱାମୀଙ୍କ ବା ସ୍ତ୍ରୀଙ୍କ ସଙ୍ଗେ ଏକ ଶଯ୍ୟାରେ ଶୟନ ନ କରିବା — Not to share one's bed with one's husband or wife