ହୃଷ୍ଟି Hṛushṭi

  • ସଂ. ବି—(ହୃଷ୍ ଧାତୁ+ଭାବ. ତି) — ପ୍ରଫୁଲତା; ଆନନ୍ଦ (ଧରଣୀ) — Joy; gladness
  • ସଂ. ବି—(ହୃଷ୍ ଧାତୁ+ଭାବ. ତି) — ମାନ (ଧରଣୀ) — Self respect
  • ସଂ. ବି—(ହୃଷ୍ ଧାତୁ+ଭାବ. ତି) — ଗର୍ବ — pride
  • ସଂ. ବି—(ହୃଷ୍ ଧାତୁ+ଭାବ. ତି) — ଗର୍ବରେ ଫୁଲିଥିବାର — Swollen through pride