ହୃଷ୍ଟରୋମା Hṛushṭa romā

  • ସଂ. ବିଣ—(ବହୁବ୍ରୀହି; ହୃଷ୍ଟ ହୋଇଅଛି ରୋମ ଯାହାର ହୃଷ୍ଟ ରୋମନ୍ 1 ମା 1 ବ) — ରୋମାଞ୍ଚିତ କଳେବର; ପୁଲକଯୁକ୍ତ; ଆନନ୍ଦ ବା ବିସ୍ମୟରେ ଯାହାଙ୍କ ଦେହର ରୋମମାନ ଟାଙ୍କୁରି ଉଠିଅଛି — Horripilated; having the furs of the body standing on the ends owing to joy or astonishment