ହୃଷ୍ଟଚେତାଃ Hṛushta chetāḥ

  • ସଂ. ବିଣ—(ବହୁବ୍ରୀହି; ହୃଷ୍ଟ ହେଉଅଛି ଚେତସ୍=ମନ ଯାହାର; ହୃଷ୍ଟ; ଚତସ୍; 1 ମା 1 ବ) — ପ୍ରଫୁଲ୍ଲାନ୍ତଃକରଣ — Gladdened; rejoicing; overjoyed