ହୃଷୀକେଶ Hṛushīkeṡa
- ସଂ. ବି—( 6 ଷ୍ଠୀ ତତ୍; ହୃଷୀକ=ଇନ୍ଦିୟମାନଙ୍କର ଈଶ; ଇନ୍ଦ୍ରିୟମାନେ ଯାହାଙ୍କର ବଶୀଭୂତ — ନାରାୟଣ, ବିଷ୍ଣୁଙ୍କର ନାମ ବିଶେଷ — A name of Bishṇu
- ସଂ. ବି—( 6 ଷ୍ଠୀ ତତ୍; ହୃଷୀକ=ଇନ୍ଦିୟମାନଙ୍କର ଈଶ; ଇନ୍ଦ୍ରିୟମାନେ ଯାହାଙ୍କର ବଶୀଭୂତ — ପୁଷ ମାସ (ହି. ଶ) — The month of Pusha
- ସଂ. ବି—( 6 ଷ୍ଠୀ ତତ୍; ହୃଷୀକ=ଇନ୍ଦିୟମାନଙ୍କର ଈଶ; ଇନ୍ଦ୍ରିୟମାନେ ଯାହାଙ୍କର ବଶୀଭୂତ — ଶ୍ରୀକୃଷ୍ଣ (ହି. ଶ) — Ṡrīkṛushṇa
- ଦେ. ବି — ପୁରୁଷମାନଙ୍କୁ ଦିଆଯିବା ନାମ — A name given to males
- ଦେ. ବି — (ନାମ)—ଏକ କ୍ଷୁଦ୍ର ସହର — Name of a small town near Hardwar
- ଦେ. ବି — [ଦ୍ର—ଏହା ହରିଦ୍ୱାରାଠାରୁ 14 ମାଇଲ ଦୂର। ଏଠାରେ ଶ୍ରୀରାମଚନ୍ଦ୍ରଙ୍କ ଭ୍ରାତା ଭରତ ତପସ୍ୟା କରିଥିଲେ। ଗଙ୍ଗାଦେବୀ ଏଠାରେ ତ୍ରିବେଣୀ ନାମ ଧାରଣ କରିଅଛନ୍ତି। ଶ୍ରୀରାମଚନ୍ଦ୍ର ଓ ସୀତା ଦେବୀଙ୍କ ମନ୍ଦିର ଏଠାରେ ବିଦ୍ୟମାନ। ମନ୍ଦିର ସମ୍ମୁଖରେ ବ୍ରହ୍ମତୀର୍ଥ ନାମକ କୁଣ୍ଡ ଅଛି। ଏହି କୁଣ୍ଡରେ ସ୍ନାନ କଲେ ଐହିକ ପାପ ଦୂର ହୁଏ ବୋଲି ହିନ୍ଦୁଙ୍କ ବିଶ୍ୱାସ। ମଦନମୋହନ, ତୀର୍ଥଦର୍ଶନ। ସାଧାରଣତଃ ଏହାକୁ ଋଷିକେଶ ବୋଲାଯାଏ।] — [ଦ୍ର—ଏହା ହରିଦ୍ୱାରାଠାରୁ14ମାଇଲ ଦୂର ଏଠାରେ ଶ୍ରୀରାମଚନ୍ଦ୍ରଙ୍କ ଭ୍ରାତା ଭରତ ତପସ୍ୟା କରିଥିଲେ ଗଙ୍ଗାଦେବୀ ଏଠାରେ ତ୍ରିବେଣୀ ନାମ ଧାରଣ କରିଅଛନ୍ତି ଶ୍ରୀରାମଚନ୍ଦ୍ର ଓ ସୀତା ଦେବୀଙ୍କ ମନ୍ଦିର ଏଠାରେ ବିଦ୍ୟମାନ ମନ୍ଦିର ସମ୍ମୁଖରେ ବ୍ରହ୍ମତୀର୍ଥ ନାମକ କୁଣ୍ଡ ଅଛି ଏହି କୁଣ୍ଡରେ ସ୍ନାନ କଲେ ଐହିକ ପାପ ଦୂର ହୁଏ ବୋଲି ହିନ୍ଦୁଙ୍କ ବିଶ୍ୱାସ ମଦନମୋହନ, ତୀର୍ଥଦର୍ଶନ ସାଧାରଣତଃ ଏହାକୁ ଋଷିକେଶ ବୋଲାଯାଏ]