ହୃଷ (ଧାତୁ) Hṛush (root)

  • ସଂ — ହୃଷ୍ଟ ହେବା; ଆନନ୍ଦିତ ହେବା — To be glad; to rejoice
  • ସଂ — ଆନନ୍ଦିତ କରିବା — To gladden
  • ସଂ — ଅଲୀକ ବା ମିଥ୍ୟା ପ୍ରତିପନ୍ନ କରିବା — To falsify