ହୃଲ୍ଲେଖ Hṛudlekha

  • ସଂ. ବି—(ହୃଦ୍+ଲିଖ୍ ଧାତୁ+କର୍ମ ଅ; ସନ୍ଧି ଯୋଗୁଁ ଦ୍+ଲ=ଲ୍ଲ) — ଜ୍ଞାନ (ରାଜନିର୍ଘଣ୍ଟ) — Knowledge; perception
  • ସଂ. ବି—(ହୃଦ୍+ଲିଖ୍ ଧାତୁ+କର୍ମ ଅ; ସନ୍ଧି ଯୋଗୁଁ ଦ୍+ଲ=ଲ୍ଲ) — ତର୍କ (ତ୍ରିକାଣ୍ଡ ଶେଷ) — Argument; reasoning
  • ସଂ. ବି—(ହୃଦ୍+ଲିଖ୍ ଧାତୁ+କର୍ମ ଅ; ସନ୍ଧି ଯୋଗୁଁ ଦ୍+ଲ=ଲ୍ଲ) — ଅନୁତାପ; ଅନୁଶୋଚନା (ସୁବଳଚନ୍ଦ୍ର) — Regret; repentance