ହୃଦୟାନନ୍ଦ ବିଡ୍ୟାର୍ଣ୍ଣବ Hṛudayānanda bidyārṇṇaba
- ଦେ. ବି (ନାମ) — ବଙ୍ଗୀୟ ଖ୍ୟାତନାମା ସ୍ୱର୍ଗତ ଜନୈକ ଜ୍ୟୋତିଷୀ — Name of a late famous astrologer of Bengal
- ଦେ. ବି (ନାମ) — [ଦ୍ର—ଏ ଫଳିତ ଓ ଗଣିତ ଜ୍ୟୋତିଷରେ ମହାପଣ୍ଡିତ ଥିଲେ ଓ ଦୀର୍ଘଜୀବୀ ହୋଇଥିଲେ। ଜ୍ୟୋତିଃ— ସାରସଂଗ୍ରହ ନାମକ ଗ୍ରନ୍ଥ ଏହାଙ୍କ ଦ୍ୱାରା ରଚିତ ହୋଇଥିଲା। ଓଡ଼ିଶାର ଚାନ୍ଦ ରାଏଗୁରୁଙ୍କ ପରି ଏ ମନ୍ତ୍ରବଳରେ ଚନ୍ଦ୍ର— ଗ୍ରହଣ ବନ୍ଦ କରି ଦେଇଥିବାର କିମ୍ବଦନ୍ତୀ ଅଛି।]