ହୃଦୟସ୍ଥ Hṛudayastha

  • ସଂ. ବିଣ. ପୁଂ—(ହୃଦୟ+ସ୍ଥା ଧାତୁ+କର୍ତ୍ତୃ ଅ) — ହୃଦୟରେ ବା ମନରେ ସ୍ଥିତ; ଭାବନାର ବା ଚିନ୍ତାର ବିଷୟୀଭୂତ — Subject of one's thought