ହୃଦୟବାନ୍ Hṛudaya bān
- ସଂ. ବିଣ. ପୁଂ (ହୃଦୟବତ୍ ଶବ୍ଦ; ହୃଦୟ+ଅଛି ଅର୍ଥରେ ବତ୍ 1 ମା. 1 ବ) — ପ୍ରଶସ୍ତଚେତାଃ; ଉଦାରଚିତ୍ତ — Liberal-minded
- ସଂ. ବିଣ. ପୁଂ (ହୃଦୟବତ୍ ଶବ୍ଦ; ହୃଦୟ+ଅଛି ଅର୍ଥରେ ବତ୍ 1 ମା. 1 ବ) — ସଦନ୍ତଃକରଣ — Good hearted
- ସଂ. ବିଣ. ପୁଂ (ହୃଦୟବତ୍ ଶବ୍ଦ; ହୃଦୟ+ଅଛି ଅର୍ଥରେ ବତ୍ 1 ମା. 1 ବ) — ବଦାନ୍ୟ — Liberal; magnanimous
- ସଂ. ବିଣ. ପୁଂ (ହୃଦୟବତ୍ ଶବ୍ଦ; ହୃଦୟ+ଅଛି ଅର୍ଥରେ ବତ୍ 1 ମା. 1 ବ) — ପ୍ରେମିକ — Loving; affectionate; having a loving heart
- ସଂ. ବିଣ. ପୁଂ (ହୃଦୟବତ୍ ଶବ୍ଦ; ହୃଦୟ+ଅଛି ଅର୍ଥରେ ବତ୍ 1 ମା. 1 ବ) — ଦୟାଳୁ — Kind-hearted
- ସଂ. ବିଣ. ପୁଂ (ହୃଦୟବତ୍ ଶବ୍ଦ; ହୃଦୟ+ଅଛି ଅର୍ଥରେ ବତ୍ 1 ମା. 1 ବ) — ସ୍ନେହଶୀଳ — Affectionate