ହୃଦୟଙ୍ଗମ Hṛudayaṅgama
- ସଂ, ବିଣ—(ହୃଦୟଂ=ହୃଦୟକୁ+ଗମ୍ ଧାତୁ=ଯିବା +କର୍ତ୍ତୃ ଅ) — ବୋଧଗମ୍ୟ — Understood
- ସଂ, ବିଣ—(ହୃଦୟଂ=ହୃଦୟକୁ+ଗମ୍ ଧାତୁ=ଯିବା +କର୍ତ୍ତୃ ଅ) — ହୃଦ୍ଗତ — Inward; hearty
- ସଂ, ବିଣ—(ହୃଦୟଂ=ହୃଦୟକୁ+ଗମ୍ ଧାତୁ=ଯିବା +କର୍ତ୍ତୃ ଅ) — ମନୋହର — Pleasing
- ସଂ, ବିଣ—(ହୃଦୟଂ=ହୃଦୟକୁ+ଗମ୍ ଧାତୁ=ଯିବା +କର୍ତ୍ତୃ ଅ) — ସଙ୍ଗତ; ଯୁକ୍ତିଯୁକ୍ତ — Reasonable