ହୃଦୟ ଲକ୍ଷ୍ମୀ Hṛudaya lakshmī

  • ସଂ. ବି. ସ୍ତ୍ରୀ—( 6 ଷ୍ଠୀ ତତ୍) — ହୃଦୟର ଲକ୍ଷ୍ମୀ ସ୍ୱରୂପା; ଯେଉଁ ସ୍ତ୍ରୀକୁ ସର୍ବଦା ହୃଦୟରେ ପୂଜା କରାଯାଉ ଥାଏ — A female who is the idol of one's heart