ହୃଦୟ ଧନ Hṛudaya dhana

  • ସଂ. ବି (ପୁଂ ଓ ସ୍ତ୍ରୀ) — ପ୍ରାଣଧନ; ପ୍ରାଣନିଧି; ଯାହାକୁ ରତ୍ନ ପରି ମନୁଷ୍ୟ ହୃଦୟସହିତ ସ୍ନେହ କରେ — The gem or idol of one's heart