ହୃଦୟ ତନ୍ତ୍ରୀ Hṛudaya tantrī

  • ସଂ ବି (ରୂପକ କର୍ମଧାରୟ) — ହୃଦୟରୂପ ବୀଣା; ବୀଣା ରୂପେ କଳ୍ପିତ ହୃଦୟ — The heart compared to a lyre
  • ସଂ ବି (ରୂପକ କର୍ମଧାରୟ) — ହୃଦୟ ଗ୍ରନ୍ଥି (ଦେଖ) — Hṛudaya granthi (See)