ହୃଦି ଲଗ୍ନ Hṛudilagna

  • ସଂ. ବିଣ—(ଅଲୁକ୍; ହୃଦି=ହୃଦୟରେ+ଲଗ୍ନ) — ଯାହା ମନରେ ଲାଗି ଯାଇଥାଏ; ହୃଦୟରେ ମିଳିତ — Joined with or attached to one's heart