ହୃତ୍ ପୀଡ଼ା Hṛut-pīṟḍ̠ā

  • ସଂ. ବି—( 6 ଷ୍ଠୀ ତତ୍) — ହୃଦୟରେ ଅନୁଭୂତ ପୀଡ଼ା ବା ବ୍ଯଥା — Pang felt inside the breast
  • ସଂ. ବି—( 6 ଷ୍ଠୀ ତତ୍) — ମାନସିକ ପୀଡ଼ା — Mental agony
  • ସଂ. ବି—( 6 ଷ୍ଠୀ ତତ୍) — ହୁଦ୍ରୋଗ (ଦେଖ) — Hṛudroga (See)