ହୃତ ସର୍ବସ୍ୱ Hṛuta sarbaswa

  • ସଂ. ବିଣ. ପୁଂ—(ବହୁବ୍ରୀହି; ହୃତ ହୋଇଅଛି ସର୍ବସ୍ୱ ଯାହାର) ଯାହାର ସବୁ ସମ୍ପତ୍ତି ଅପହୃତ ହୋଇଅଛି — A person who has lost all his property by theft, dacoity etc