ହୃଣୀୟା Hṛuṇiyā

  • ସଂ. ବି—(ହୃଣୀ ଧାତୁ+ଭାବ ଯ;+ଆ) — ଲଜ୍ଜା — Shame; modesty
  • ସଂ. ବି—(ହୃଣୀ ଧାତୁ+ଭାବ ଯ;+ଆ) — ନିନ୍ଦା — Blame
  • ସଂ. ବି—(ହୃଣୀ ଧାତୁ+ଭାବ ଯ;+ଆ) — ଗାଳିମନ୍ଦ — Censure; reproach (Apte)
  • ସଂ. ବି—(ହୃଣୀ ଧାତୁ+ଭାବ ଯ;+ଆ) — ଅନୁକମ୍ପା — Compassion (Apte)