ହୃଡ୍ୟା Hṛudyā

  • ସଂ. ବିଣ. ସ୍ତ୍ରୀ—(ହୃଦ+ ଆ) — ହୃଦ୍ୟର ସ୍ତ୍ରୀଲିଙ୍ଗ — Feminine of Hṛudya
  • ସଂ. ବି — ବୃଦ୍ଧ ନାମକ ଓଷଧି [ହି. ଶ] — Name of a rare herb
  • ସଂ. ବି — ବକରୀ; ମାଈ ଛେଳୀ (ହି. ଶ.) — Female goat