ହୃଡ୍ୟ ଗନ୍ଧ Hṛudya gandha

  • ସଂ. ବି (ବହୁବ୍ରୀହି) — ବେଲ ଗଛ — The Marmalus tree
  • ସଂ. ବି (ବହୁବ୍ରୀହି) — କ୍ଷୁଦ୍ର ଜୀରକ — Small cumin seed
  • ସଂ. ବି (ବହୁବ୍ରୀହି) — ସୌବର୍ଚ୍ଚଳ ଲବଣ — Sachal salt
  • ସଂ. ବିଣ. ପୁଂ (ବହୁବ୍ରୀହି) — ଯାହାର ଗନ୍ଧ ମନୋହର — Having charming scent