ହୃଚ୍ଛୟ Hṛuchhaya

  • ସଂ. ବିଣ. ପୁଂ—(ହୁତ୍=ହୃଦୟୀ+ଶୀ ଧାତୁ=ଶୋଇବା+ କର୍ତ୍ତୃ ଅ) — ହୃଦୟ ଶାୟୀ; ଯେ ହୃଦୟରେ ଶୟନ କରେ — Sleeping or lying in the heart
  • ବି. ପୁ — କାମଦେବ (ହଳାୟୁଧ) — Cupid