ହୃ (ଧାତୁ) Hṛu (root)

  • ସଂ. — ହରଣ କରିବା — To steal
  • ସଂ. — ଜବରଦସ୍ତି କରିବା — To use force or violence
  • ସଂ. — ଜବରଦସ୍ତି ଛଡ଼ାଇ ନେବା — To snatch away forcibly
  • ସଂ. — ଯୁଦ୍ଧ କରିବା — To fight