ହୁଡ଼ାହୁଡ଼ି Huṟḍ̠ā huṟḍ̠i
- ଦେ. ବି — ବୋଲାବୋଲି; ପରସ୍ପର କୁବାକ୍ୟରେ ଗାଳି ଦିଆଦେଇ — Mutual recrimination; mutual calling of bad names
- ଦେ. ବି — ପରସ୍ପର ଠେଲାଠେଲି — Mutual pushing; jostling
- ଦେ. ବି — [ଉ—ଅତ୍ୟନ୍ତ ଭୟେ ରଣ ଛାଡ଼ି ପଳାନ୍ତି ପଡ଼ି ହୁଡ଼ାହୁଡ଼ି। ଜଗନ୍ନାଥ, ଭାଗବତ।]
- ଦେ. ବି — ମରାମରି — Mutual beating; affray