ହୁଡ଼ା ବାନ୍ଧିବା Huṟḍ̠ā bāndhibā

  • ପ୍ରାଦେ (ଉତ୍ତର ବାଲେଶ୍ୱର) କ୍ରି — ମାନସିକ କରି ଠାକୁରଙ୍କ ନିକଟରେ ଟେକା ବାନ୍ଧିବା — To tie a dry clod of earth before an Idol in token of one's vow to offer some bhog when a particular desire of his is Fulfilled by that Deity