ହୁଡ଼ ମାରିବା Huṟḍ̠a māribā

  • ଦେ. କ୍ରି — ଖେଳରେ ପଣ ରଖିବା — To put stakes at gambling
  • ଦେ. କ୍ରି — [ଉ—ହୋଇଲେ ସେହୁ ବେନି ହୁଡ଼ ମରାମରି। କୃଷ୍ଣସିଂହ, ମହାଭାରତ, ଆଦି]