ହୁଡ଼ କରିବା Huṟḍ̠a karibā

  • ଦେ. କ୍ରି — ହୁଡ଼ ମାରିବା (ଦେଖ) — Huṟḍ̠a māribā (See)
  • ଦେ. କ୍ରି — ଭ୍ରମ କରିବା — To commit a mistake
  • ଦେ. କ୍ରି — ବାଜି ରଖିବା — To lay a wager
  • ଦେ. କ୍ରି — [ଉ — ଖେଳିଲା ପଶା ତାଙ୍କ ସଙ୍ଗତେ ହୁଡ଼ କରି—କୃଷ୍ଣସିଂହ, ମହାଭାରତ—ଆଦି]