ହୁ଼ଡ଼ିବା Huṟḍ̠ibā
- ଦେ. କ୍ରି—(ସଂ. ହୁଡ଼କ୍କ=ମଦମତ୍ତ ବ୍ଯକ୍ତି) — ଭୁଲ କରିବା — To commit mistake
- ଦେ. କ୍ରି—(ସଂ. ହୁଡ଼କ୍କ=ମଦମତ୍ତ ବ୍ଯକ୍ତି) — [ଉ— ପ୍ରମୋଦରେ ଜଡ଼ିଣ ବିପଦେ ହୁଡ଼ିଲେ। କୃଷ୍ଣସିଂହ, ମହାଭାରତ, ଆଦି।]
- ଦେ. କ୍ରି—(ସଂ. ହୁଡ଼କ୍କ=ମଦମତ୍ତ ବ୍ଯକ୍ତି) — କୁବାକ୍ୟ କହିବା; ଗାଳିଦେବା; ସୋଧିବା; ଭର୍ତ୍ସନା କରିବା — To call names; to abuse
- ଦେ. କ୍ରି—(ସଂ. ହୁଡ଼କ୍କ=ମଦମତ୍ତ ବ୍ଯକ୍ତି) — [ଉ—ଏରୂପ ବଚନରେ ମୋତେ କିପାଁ ହୁଡ଼। କୃଷ୍ଣସିଂହ, ମହାଭାରତ, ବନ।]
- ଦେ. କ୍ରି—(ସଂ. ହୁଡ଼କ୍କ=ମଦମତ୍ତ ବ୍ଯକ୍ତି) — ଭ୍ରମରେ କୌଣସି କଥା ଛାଡ଼ିଯିବା — To leave out a thing by oversight
- ଦେ. କ୍ରି—(ସଂ. ହୁଡ଼କ୍କ=ମଦମତ୍ତ ବ୍ଯକ୍ତି) — [ଉ—ବାହୁଡ଼ଇ ହୁଡ଼ିବି କି ଏଡ଼େ ଶୁଭ ଯୋଗ—ଭଞ୍ଜ, ବୈଦେହୀଶବିଳାସ।]
- ଦେ. କ୍ରି—(ସଂ. ହୁଡ଼କ୍କ=ମଦମତ୍ତ ବ୍ଯକ୍ତି) — ପାସୋରିବା; ବିସ୍ମରିବା; ହେଜି ନ ପାରିବା; ଭୁଲିଯିବା — To forget
- ଦେ. କ୍ରି—(ସଂ. ହୁଡ଼କ୍କ=ମଦମତ୍ତ ବ୍ଯକ୍ତି) — [ଉ—ତୁମ୍ଭମାନନାରେ ହୁଡ଼ିଲି ସବୁ ଶୋକ, ମାର ଏବେ କର୍ଣ୍ଣଙ୍କୁ ବୀରଙ୍କ ନାୟକ—କୃଷ୍ଣସିଂହ, ମହାଭାରତ, କର୍ଣ୍ଣ।]
- ଦେ. କ୍ରି—(ସଂ. ହୁଡ଼କ୍କ=ମଦମତ୍ତ ବ୍ଯକ୍ତି) — କୌଣସି ବ୍ଯକ୍ତିକୁ ଅପମାନ ଦେବା — To slight a person
- ଦେ. କ୍ରି—(ସଂ. ହୁଡ଼କ୍କ=ମଦମତ୍ତ ବ୍ଯକ୍ତି) — (ଧର୍ମ, ସତ୍ୟ ବା ପ୍ରତିଜ୍ଞା) ଲଙ୍ଘନ କରିବା — 9. To break (one's duty or promise)
- ଦେ. କ୍ରି—(ସଂ. ହୁଡ଼କ୍କ=ମଦମତ୍ତ ବ୍ଯକ୍ତି) — [ଉ—ଯୁଧିଷ୍ଠିର କାମ ଲୋଭ ଭୟରେ ପଡ଼ି, କେତେବେଳେ ଯାଆନ୍ତି ନାହିଁ ଧର୍ମ ହୁଡ଼ି—କୃଷ୍ଣସିଂହ, ମହାଭାରତ, ବନ।]
- ଦେ. କ୍ରି—(ସଂ. ହୁଡ଼କ୍କ=ମଦମତ୍ତ ବ୍ଯକ୍ତି) — ବାଜି ମାରିବା — To lay stake or wager in a game