ହୁହୁଙ୍କାର Huhuṅkāra
- ଦେ. ବି—(ସଂ. ହୁଙ୍କାର) — ହୁଙ୍କାର (ଦେଖ) — Huṅkāra (See)
- ଦେ. ବି—(ସଂ. ହୁଙ୍କାର) — [ଉ—ଆର୍ଯ୍ୟ ଯବନର ସେନା ଗର୍ଜି ହୁହୁଙ୍କାର। ରାଧାନାଥ, ମହାଯାତ୍ରା।]
- ଦେ. ବି—(ସଂ. ହୁଙ୍କାର) — କ୍ରୋଧ ଜନିତ ହୁଙ୍କାର ବା 'ହୁଁ' 'ହୁଁ' ଧ୍ୱନି — A suppressed sound made by a person in rage