ହୁସିଆର୍ଭର୍ Husiār-bhar

  • ବୈଦେ. କ୍ରି. ବିଣ [ଫା. ହୋସିଆର୍ଭର୍] — ସାବଧାନତା ସହକାରେ — Carefully
  • ବୈଦେ. କ୍ରି. ବିଣ [ଫା. ହୋସିଆର୍ଭର୍] — ଖୁବ୍ ସତର୍କ ହୋଇ — Very watchfully