ହୁସିଆର୍ଭରି Husiār-bhari

  • ବୈଦେ. କ୍ରି. ବିଣ [ଫା ହୋସିଆର୍ଭର୍] — ସାବଧାନତା ସହକାରେ — Carefully
  • ବୈଦେ. କ୍ରି. ବିଣ [ଫା ହୋସିଆର୍ଭର୍] — ଖୁବ୍ ସତର୍କ ହୋଇ — Very watchfully