ହୁସଭରି Husbhari

  • ବୈଦେ. କ୍ରି. ବିଣ [ଫା. ହୋସ୍ଭର୍) — ଜାଣତରେ ଜ୍ଞାନତଃ — Knowingly; consciously
  • ବୈଦେ. କ୍ରି. ବିଣ [ଫା. ହୋସ୍ଭର୍) — (ଯଥା—ମୁଁ ହୁସ୍ଭର୍ ଏ କାମ କରି ନାହିଁ)