ହୁଳାହୁଳୀ Hulāhuḻi

  • ଦେ. ବି—(ସଂ. ହୁଳହୁଳୀ) — ହୁଳହୁଳି (ଦେଖ) — Huḻa huḻī (See)
  • ଦେ. ବି—(ସଂ. ହୁଳହୁଳୀ) — [ଉ—ଘେନି ଉତ୍ତମ ଦୀପାବଳି, ପଥେ ନାରୀଏ ହୁଳାହୁଳୀ। ଜଗନ୍ନାଥ, ଭାଗବତ।]