ହୁଳହୁଳୀ Huḻahuḻī

  • ସଂ. ବି—(ଧ୍ୱନ୍ୟନୁକରଣ) — ଶୁଭକାର୍ଯ୍ୟ ଉପଲକ୍ଷରେ ସ୍ତ୍ରୀମାନଙ୍କ ଜିହ୍ୱାଦ୍ୱାରା କୃତ ମୁଖବାଦ୍ୟ; ଉଲୁଧ୍ୱନି — A sound made by women wagging the tongue inside the mouth while emitting a shrill sound
  • ସଂ. ବି—(ଧ୍ୱନ୍ୟନୁକରଣ) — [ଦ୍ର—ଆମ ଦେଶରେ ଆନନ୍ଦ ଉତ୍ସବରେ ପୁରୁଷମାନେ 'ହରିବୋଲ' ଓ ସ୍ତ୍ରୀମାନେ ହୁଳହୁଳୀ ଦିଅନ୍ତି।]
  • ଦେ. ବି — ଦେବୀ ବିଶେଷ — Name of a popular Goddess
  • ଦେ. ବି — [ଉ—ଡାକେଣୀ, କ୍ଷେପଣୀ ଯେ ରଙ୍ଗିଣୀ ହୁଳହୁଳୀ, ଏ ସର୍ବ ଦେବୀଙ୍କି ଯେ ଘେନିଣ ତୋର କେଳି—କୃଷ୍ଣସିଂହ, ମହାଭାରତ, ଆଦି।]
  • ପ୍ରାଦେ (ଗଡ଼ଜାତ) ବି — ଶୁଭ ବା ମାଙ୍ଗଳିକ କାର୍ଯ୍ୟ; ବିବାହାଦି — Festive functions (e.g. marriage)