ହୁଲୁସେଇବା Huluseibā

  • ଦେ. କ୍ରି (ସଂ. ଉଲ୍ଲସିତ) — . 1 । ଉଲ୍ଲସିତ କରିବା — 1 ଉଲ୍ଲସିତ କରିବା— 1. To gladden
  • ଦେ. କ୍ରି (ସଂ. ଉଲ୍ଲସିତ) — . 2 । ମାଟିକୁ ଉଖୁରେଇ କରି ଝୁରୁଝୁରା କରିବା — 2 ମାଟିକୁ ଉଖୁରେଇ କରି ଝୁରୁଝୁରା କରିବା— 2. To loosen the earth