ହୁଲୁର୍ ହୁଲୁର୍ ହେବା Hulur hulur hebā

  • ଦେ. କ୍ରି — . 1 । ହୁଗୁଳା ହୋଇ ହଲିବା — 1 ହୁଗୁଳା ହୋଇ ହଲିବା— 1. To shake in a slack manner
  • ଦେ. କ୍ରି — . 2 । କମ୍ପିବା — 2 କମ୍ପିବା— 2. To shiver; to tremble
  • ଦେ. କ୍ରି — [ଯଥା—ଲଢ଼େଇକୁ ଯିବା କଥା ଶୁଣି ତା ବୁକୁ ହୁଲୁ ହୁଲୁ ହେଉଅଛି]