ହୁଲିଆ କରିବା Huliā karibā

  • ଦେ. କ୍ରି (କଚିରିଆ) — ହଜିଥିବା ବ୍ଯକ୍ତିର ଲକ୍ଷଣ ବା ଚିହ୍ନମାନ ପ୍ରକାଶ ପୂର୍ବକ ଥାନାରେ ଇଜାହାର ଦେବା — To lodge information with the police for finding out a missing or absconding person
  • ଦେ. କ୍ରି (କଚିରିଆ) — ହଜିଥିବା ବା ଲୁଚିଥିବା ବ୍ଯକ୍ତିକୁ ବା ଫେରାର ଆସାମୀକୁ ଧରିବା ପାଇଁ ଦେଶର ସର୍ବତ୍ର ଘୋଷଣା ପ୍ରଚାର କରିବା — To publish a hue-and-cry proclaimation throughout the country for a missing or absconding person