ହୁର୍ହୁତ୍ Hur-hut

  • ପ୍ରାଦେ (ବାଲେଶ୍ୱର) ଅ (ଧ୍ୱନ୍ୟନୁକରଣ) — ଡକାଇତମାନେ ଚୋରିକରି ପଳାଇଯିବା ବେଳେ ଲୋକଙ୍କୁ ଭୟ ଦେଖାଇବାପାଇଁ ଯେଉଁ 'ହୁରହୁତ୍' ଧ୍ୱନି କରନ୍ତି — A loud sound made by dacoits while decamping after commission of the offence