ହୁର୍ମୁଖିଆ Hur-mukhiā

  • ପ୍ରାଦେ. (ବଲାଙ୍ଗିର ପାଟଣା) ବିଣ. ପୁଂ — ଅବଧୂତିଆ; ଉଦାସୀନ — Indifferent
  • ପ୍ରାଦେ. (ବଲାଙ୍ଗିର ପାଟଣା) ବିଣ. ପୁଂ — ଯେ ଆଗପଛ ନ ବିଚାରି କାର୍ଯ୍ୟକରେ — Acting without calculation