ହୁର୍ମତ୍ ନେବା Hur-mat nebā

  • ଦେ. କ୍ରି — ଇଜ୍ଜତ୍ ନେବା; ସମ୍ମାନ ନାଶ କରିବା — To dishonour a person; to disgrace
  • ଦେ. କ୍ରି — ବଳପୂର୍ବକ ସ୍ତ୍ରୀର ସତୀତ୍ୱ ନାଶ କରିବା — To deflour a lady to commit rape