ହୁର୍ ଜୁର୍ କରିବା Hur jur karibā

  • ଦେ. କ୍ରି — ଅତ୍ୟାଚାର କରିବା — To oppress
  • ଦେ. କ୍ରି — ଲୁଟପାଟ କରିବା — To plunder
  • ଦେ. କ୍ରି — ସର୍ବନାଶ ଓ ଧ୍ୱଂସ କରିବା — To devastate; to depredate