ହୁର୍ ଜୁରିଆ Hur juriā

  • ଦେ. ବିଣ. ପୁଂ — ଅତ୍ୟାଚାରୀ — Oppresive
  • ଦେ. ବିଣ. ପୁଂ — ଲୁଟପାଟକାରୀ — Plundering
  • ଦେ. ବିଣ. ପୁଂ — ବିଧ୍ୱଂସକାରୀ — Depredatory devastating